Subscribe
URL of the page has been copied to clipboard.
Meaning : ସ୍ୱଭାବ ସହିତ ସମ୍ବନ୍ଧ ରଖୁଥିବା ବା ହେବାବାଲା
Example : ରାଗିବା ତାର ସ୍ୱାଭାବିକ ଗୁଣ
Synonyms : ସ୍ୱଭାବଗତ, ସ୍ୱଭାବତଃ
Translation in other languages :हिन्दी
स्वभाव या प्रकृति से संबंध रखने या होने वाला।
Meaning : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
Example : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
Synonyms : ଅକୃତିମ, ନୈସର୍ଗିକ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ
स्वभाव से या आप-से-आप होनेवाला या जो बनावटी न हो।
Install App