Meaning : କୌଣସି ଖାଇବା କିମ୍ବା ପିଇବା ଜିନିଷକୁ ଅନୁଭବ କରିବା
Example :
ସେ ପରସିବା ପୂର୍ବରୁ ଖାଦ୍ୟ ଚାଖିଲା
Synonyms : ଆସ୍ୱାଦନ କରିବା, ଚାଖିବା
Translation in other languages :
कुछ खाने या पीने की चीज़ का अनुभव करना।
उसने परोसने से पहले खाने को चखा।