Meaning : ଯେଉଁ ସମୟରେ ଚନ୍ଦ୍ରମା ସ୍ୱାତୀ ନକ୍ଷତ୍ରରେ ଥାଆନ୍ତି
Example :
ବିଶ୍ୱାସ କରାଯାଏ ଯେ ସ୍ୱାତୀ ନକ୍ଷତ୍ରରେ ହେଉଥିବା ବର୍ଷା ଜଳରେ ମୋତିର ଉତ୍ପତ୍ତି ହୋଇଥାଏ
Synonyms : ସ୍ୱାତୀ ନକ୍ଷତ୍ର
Translation in other languages :
वह समय जब चंद्रमा स्वाति नक्षत्र में होता है।
स्वाति नक्षत्र में हुई वर्षा के जल से मोती की उत्पत्ति मानी जाती है।Meaning : ପଞ୍ଚଦଶତମ ନକ୍ଷତ୍ର
Example :
ଚନ୍ଦ୍ର ଚିତ୍ରା ନକ୍ଷତ୍ରରୁ ବାହାରି ସ୍ୱାତି ନକ୍ଷତ୍ରରେ ପ୍ରବେଶ କରେ
Synonyms : ସ୍ୱାତି
Translation in other languages :