Meaning : କୌଣସି କାର୍ଯ୍ୟଳୟ, ହୋଟେଲଆଦିରେ ଏହି କର୍ମଚାରୀ ଯାହାଙ୍କ ମୁଖ୍ୟକାମ ଫୋନ୍ର ଉତ୍ତର ଦେବା ଓ ଆଗନ୍ତୁକଙ୍କୁ ସ୍ୱାଗତ କରିବା
Example :
ହୋଟେଲରେ ପ୍ରବେଶ କରିବା ବେଳେ ହିଁ ସ୍ୱାଗତକର୍ତ୍ତା ହସିକି ଆମକୁ ସ୍ୱାଗତ କଲେ
Synonyms : ସ୍ୱାଗତକର୍ତ୍ତା
Translation in other languages :
किसी कार्यालय, होटल आदि में वह कर्मचारी जिसका मुख्य कार्य दूरध्वनि का जवाब देना तथा आगंतुक का स्वागत करना होता है।
होटल में प्रवेश करते ही स्वागतकर्ता ने मुस्कुराकर हमारा स्वागत किया।Meaning : ଯେଉଁ ବ୍ୟକ୍ତି ସ୍ୱାଗତ ବା ସତ୍କାର କରିଥାଏ
Example :
ସତ୍କାରକ ବରକୁ ଘୋଡ଼ା ଉପରୁ ଓହ୍ଲାଇଆଣିଲେ
Synonyms : ସତ୍କାରକ
Translation in other languages :