Meaning : ସୁଖ ସମୃଦ୍ଧି,ଶାନ୍ତି ଆଦିସହ ଯୁକ୍ତ
Example :
ଗୁପ୍ତ କାଳକୁ ଐତିହାସିକମାନେ ସୁବର୍ଣ୍ଣଯୁଗ ବୋଲି କହିଛନ୍ତି ଏଭଳି ସୁବର୍ଣ୍ଣ ଅବସର ପୁଣି କେବେ ଆସିବ?
Synonyms : ସୁବର୍ଣ୍ଣ, ସ୍ୱର୍ଣ୍ଣିମ
Translation in other languages :
Marked by peace and prosperity.
A golden era.