Meaning : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
Example :
ଏହା ମୋର ମୌଳିକ ରଚନା
Synonyms : ନିଜସ୍ୱ, ମୂଳ, ମୌଳିକ, ସ୍ୱକୃତ
Translation in other languages :
Not derived or copied or translated from something else.
The play is original; not an adaptation.