Meaning : କାହାରି ଅଧୀନ ନହୋଇ କେବଳ ନିଜ ଅଧୀନ ବା ସ୍ୱତନ୍ତ୍ର ହେବାର ଅବସ୍ଥା ବା ଭାବ
Example :
ସେ ସ୍ୱାଧୀନତାର ଲଢ଼େଇ ଲଢ଼ୁଛି
Synonyms : ସ୍ୱାତନ୍ତ୍ରୀୟ, ସ୍ୱାଧୀନତା
Translation in other languages :
किसी दूसरे के अधीन नहीं बल्कि स्वयं अपने अधीन या स्वतंत्र होने की अवस्था या भाव।
वह स्वाधीनता की लड़ाई लड़ रहा है।