Meaning : ଯେଉଁ କ୍ଷେତ୍ର ବିଶେଷରୂପେ କାହାରିପାଇଁ ଆରକ୍ଷିତ ବୋଲି ଜଣାପଡ଼େ
Example :
ଚିକିତ୍ସା ଏକ ଦୀର୍ଘ ସମୟପର୍ଯ୍ୟନ୍ତ ପୁରୁଷମାନଙ୍କ ଅନୁକ୍ଷେତ୍ରଭାବେ ରହିଛି
Synonyms : ଅନୁକ୍ଷେତ୍ର, ବିଶେଷକ୍ଷେତ୍ର
Translation in other languages :
* वह क्षेत्र जो विशेष रूप से किसी के लिए आरक्षित जान पड़ता हो।
चिकित्सा एक लंबे समय तक पुरुषों का अनुक्षेत्र रहा है।A domain that seems to be specially reserved for someone.
Medicine is no longer a male preserve.