Subscribe
URL of the page has been copied to clipboard.
Meaning : ଆପଣା କୁଳର ଲୋକ
Example : ସ୍ୱଜନ କଲ୍ୟାଣ ଭାବନାରେ କାମ କରିବା ସମାଜର ହିତରେ ନୁହେଁ
Synonyms : କୁଟୁମ୍ବୀ, ପରିଜନ, ଭାଇବନ୍ଧୁ
Translation in other languages :हिन्दी
अपने कुल के लोग।
Meaning : ଯାହାର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ବା ସଂପର୍କ ଥାଏ
Example : ଆତ୍ମୀୟଙ୍କଠାରୁ କଣ ଲୁଚେଇବି, ଆପଣ ତ ସବୁ ଜାଣନ୍ତି
Synonyms : ଆତ୍ମୀୟ, ଜ୍ଞାତି
वह जिसका अपने से संबंध या नाता हो।
Meaning : ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
Example : ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
Synonyms : ବାନ୍ଧବ, ସଂପର୍କୀୟ, ସମ୍ପର୍କୀୟ
Translation in other languages :हिन्दी English
वह व्यक्ति जिससे कोई रिश्ता हो।
A person related by blood or marriage.
Install App