Meaning : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
Example :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
Synonyms : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା
Translation in other languages :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।Meaning : ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି
Example :
ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ
Synonyms : ଅମଳିନ, ନିର୍ମଳୀକୃତ, ପରିମାର୍ଜିତ, ପରିଷ୍କୃତ
Translation in other languages :
जिसका परिष्करण हुआ हो या किया गया हो।
साहित्य में परिष्कृत भाषा का प्रयोग करना चाहिए।Meaning : ମେଘ ନଥିବା
Example :
ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
Translation in other languages :