Meaning : ଯେ ରଚନା ବା ସୃଷ୍ଟି କରେ
Example :
ପ୍ରକୃତିର ସ୍ରଷ୍ଟାଙ୍କ କଳ୍ପନା ଅନୁପମ
Synonyms : ପ୍ରଣେତା, ରଚନାକାର, ରଚୟିତା, ସୃଜକ, ସୃଷ୍ଟିକର୍ତ୍ତା
Meaning : ନିର୍ମାଣ କରିବା କିମ୍ବା ବନେଇବା ବ୍ୟକ୍ତି
Example :
ଏହି ଫିଲ୍ମର ନିର୍ମାତା ଅମିର ଖାନ୍
Synonyms : ନିର୍ମାତା, ସୃଷ୍ଟିକର୍ତ୍ତା
Translation in other languages :
A person who grows or makes or invents things.
creatorMeaning : ରଚିବା ବା ତିଆରି କରିବା ଲୋକ
Example :
ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା
Synonyms : କର୍ତ୍ତା, ରଚୟିତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା
Translation in other languages :