Meaning : ଯାହା ସ୍ମୃତି ରୂପରେ ରହେ
Example :
ସ୍ମରଣୀୟ ଘଟଣାଗୁଡ଼ିକୁ ଭୁଲିଯିବା କଷ୍ଟକର ହୋଇଥାଏ
Translation in other languages :
Meaning : ମନେ ରଖିବା ଯୋଗ୍ୟ
Example :
ସମସ୍ତଙ୍କ ଜୀବନରେ ନିଶ୍ଚୟ କିଛି ନା କିଛି ସ୍ମରଣୀୟ ଘଟଣା ଘଟିଥାଏ
Synonyms : ଅବିସ୍ମରଣୀୟ
Translation in other languages :
याद रखने योग्य।
हर किसी के जीवन में कुछ न कुछ स्मरणीय घटनाएँ ज़रुर घटती हैं।Worth remembering.
memorable