Subscribe
URL of the page has been copied to clipboard.
Meaning : ଧକଧକ ହେବାର କ୍ରିୟା ବା ଭାବ
Example : ବ୍ୟାୟାମ ଶେଷରେ ଚୌକିରେ ବସିବାକ୍ଷଣି ଶରୀରର ଧକଧକ ବନ୍ଦ ହେଲା
Synonyms : ଧକଧକ
Translation in other languages :हिन्दी
मरमराने की क्रिया या भाव।
Meaning : ରହିରହି ଧୀରେଧୀରେ ହଲିବା ବା କମ୍ପିବା ପ୍ରକ୍ରିୟା
Example : ବୈଦ୍ୟ ନାଡ଼ିର ସ୍ପନ୍ଦନ ଦେଖି ହିଁ ରୋଗର ଲକ୍ଷଣ ଜାଣିପାରନ୍ତି
Synonyms : କମ୍ପନ, ପ୍ରକମ୍ପନ
Translation in other languages :हिन्दी English
रह-रहकर धीरे-धीरे हिलने या काँपने की क्रिया।
A shaky motion.
Install App