Meaning : ପ୍ରିୟ ହେବାର ଅବସ୍ଥା ବା ଭାବ
Example :
ପତିର ସ୍ନେହଭରାଭାବ ଯୋଗୁଁ ସେ ତାର ଗରିବ ଅବସ୍ଥାକୁ ଭୁଲିଯାଇଥିଲା
Synonyms : କୋମଳଭାବ, ପ୍ରେମଭାବ, ସସ୍ନେହଭାବ
Translation in other languages :
A positive feeling of liking.
He had trouble expressing the affection he felt.