Meaning : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
Example :
ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
Synonyms : ଗାଧୁଆ, ଗାଧୁଆପାଧୁଆ
Translation in other languages :
Meaning : ପାଣିରେ ବୁଡି ଗାଧୋଉଥିବା ଲୋକ
Example :
ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
Translation in other languages :
Immersing the body in water or sunshine.
bathing