Subscribe
URL of the page has been copied to clipboard.
Meaning : ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି
Example : ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ
Synonyms : ଅଭିଷିକ୍ତ
Translation in other languages :हिन्दी
बाधा-शांति के निमित्त जिस पर मंत्र पढ़कर जल छिड़का गया हो।
Meaning : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି
Example : ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି
विधिपूर्वक स्नान कराया हुआ या जिसका अभिषेक किया गया हो।
Meaning : ଯେ ଗାଧୋଇଛି
Example : ଗାଧୋଇଥିବା ବ୍ୟକ୍ତି ରଙ୍ଗ ଖେଳିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲା
Synonyms : ଗାଧୁଆ, ଗାଧୋଇଥିବା
जिसने स्नान किया हो।
Meaning : ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି
Example : ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ
विधिपूर्वक जल छिड़ककर अधिकार का भार दिया हुआ।
Install App