Meaning : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
Example :
ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ
Synonyms : ନିର୍ଣ୍ଣିତ, ବ୍ୟବସ୍ଥିତ, ସମାପିତ
Translation in other languages :
Established or decided beyond dispute or doubt.
With details of the wedding settled she could now sleep at night.Meaning : ଯାହା ନିର୍ଦ୍ଧାରଣ କରାଯାଇ ଥାଏ
Example :
ମୁଁ ନିର୍ଦ୍ଧାରିତ ସମୟରେ ଆସି ପହଞ୍ଚିବି
Synonyms : ନିରୂପିତ, ନିର୍ଣ୍ଣୀତ, ନିର୍ଦ୍ଧାରିତ, ସିଦ୍ଧାନ୍ତକୃତ
Translation in other languages :
Planned or scheduled for some certain time or times.
The scheduled meeting.