Meaning : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
Example :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
Synonyms : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା
Translation in other languages :
A state of no motion or movement.
The utter motionlessness of a marble statue.Meaning : ଦୃଢ଼ ହେବାର ଅବସ୍ଥା ବା ଭାବ
Example :
ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
Synonyms : ଦୃଢ଼ତା
Translation in other languages :
The trait of being resolute.
His resoluteness carried him through the battle.