Meaning : ଝିଅ ଆଦି ପସନ୍ଦକରି ବିବାହ ପାଇଁ ବଚନବଦ୍ଧ କରିବା
Example :
ମୁନ୍ନାପାଇଁ ମାଆ ବାଙ୍ଗାଲୋରରେ ଝିଅଟିଏ ସ୍ଥିର କରିଛନ୍ତି
Synonyms : ପକ୍କା କରିବା
Translation in other languages :
लड़की आदि को पसंद करके विवाह के लिए वचनबद्ध करना।
मुन्ना के लिए माँ ने बंगलौर में एक लड़की रोकी है।Meaning : ନିର୍ଦ୍ଧାରିତ କରିବା
Example :
ଭେଟିବାପାଇଁ ସମୟ ସ୍ଥିର କରନ୍ତୁ
Synonyms : ଥୟ କରିବା, ନିର୍ଣ୍ଣୟ କରିବା, ନିର୍ଦ୍ଧାରଣ କରିବା, ନିର୍ଦ୍ଧାରିତ କରିବା, ନିଶ୍ଚିତ କରିବା
Translation in other languages :
* निर्धारित करना।
मिलने का समय निर्धारित करें।