Meaning : ସ୍ଥଳଭାଗରେ ରହୁଥିବା ଜୀବ
Example :
ଗାଈ ଗୋଟିଏ ସ୍ଥଳଚର ପ୍ରାଣୀ
Synonyms : ସ୍ଥଳଚର ଜନ୍ତୁ, ସ୍ଥଳଚର ଜୀବ, ସ୍ଥଳଚର ପ୍ରାଣୀ
Translation in other languages :
Meaning : ଯିଏ ସ୍ଥଳରେ ବାସ କରେ
Example :
ମନୁଷ୍ୟ ସ୍ଥଳଚର ପ୍ରାଣୀ
Translation in other languages :
Of or relating to or inhabiting the land as opposed to the sea or air.
tellurian, telluric, terrene, terrestrial