Meaning : ମନୁଷ୍ୟ ଜାତୀୟ ଜୀବର ଦୁଇଟି ଭେଦ ମଧ୍ୟରୁ ଗୋଟିଏ ହେଲା ଯେ ସେ ଗର୍ଭଧାରଣ କରି ସନ୍ତାନ ଉତ୍ପନ୍ନ କରିପାରେ
Example :
ଆଜିର ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କର ସମାନ ହୋଇ ରହିଛନ୍ତି
Synonyms : ନାରୀ, ବାମା, ବାଳା, ମହିଳା, ସ୍ତ୍ରୀ
Translation in other languages :
मनुष्य जाति के जीवों के दो भेदों में से एक जो गर्भ धारण करके संतान उत्पन्न कर सकती है।
आज की महिलाएँ हर क्षेत्र में पुरुषों की बराबरी कर रही हैं।