Meaning : ଯେଉଁ ବ୍ୟକ୍ତି ତା ସ୍ତ୍ରୀ କଥା ଅନୁସାରେ ପରିଚାଳିତ ହୁଏ
Example :
ଗୋଟିଏ ସୀମା ପର୍ଯ୍ୟନ୍ତ ମାଇପବୋଲା ହେବା ଖରାପ ନୁହେଁ
Synonyms : ପତ୍ନୀଭକ୍ତ, ମାଇପବୋଲକରା, ମାଇପବୋଲା
Translation in other languages :
वह जो अपनी पत्नी के कहे अनुसार ही चलता हो।
जोरू का गुलाम होना बुरा नहीं है पर एक सीमा तक।Meaning : ନିଜ ପତ୍ନିର ଭକ୍ତ ବା ନିଜ ସ୍ତ୍ରୀର କୌଣସି କଥାକୁ ଅନୁସରଣ କରୁଥିବା ଲୋକ
Example :
ଶ୍ୟାମଳୀ ନିଜ ମାଇପବୋଲକରା ପୁଅକୁ ସଦାବେଳେ ସମ୍ପୁଥିଲା
Synonyms : ପତ୍ନିଭକ୍ତ, ମାଇପବୋଲକରା
Translation in other languages :
अपनी पत्नी का भक्त या अपनी पत्नी की कही बातों का ही अनुसरण करनेवाला।
श्यामली अपने ज़नमुरीद बेटे को हमेशा कोसती थी।