Meaning : ନିଶ୍ଚଳହୋଇଯିବା ବା ସ୍ତମ୍ଭିତହୋଇଯିବା
Example :
ନିଜବିରୁଦ୍ଧରେ ସ୍ଲୋଗାନ୍ ଶୁଣି ନେତାଜଣକ ସ୍ତବ୍ଧ ହୋଇଗଲେ
Synonyms : ଜଡ଼ ହୋଇଯିବା, ନିର୍ବାକହୋଇଯିବା, ନିଶ୍ଚଳହୋଇଯିବା, ସ୍ତମ୍ଭିତହୋଇଯିବା, ସ୍ତମ୍ଭୀଭୂତହୋଇଯିବା
Translation in other languages :
चकित या स्तम्भित होकर रुकना।
अपने खिलाफ नारों को सुनकर नेताजी ठिठक गए।Startle with amazement or fear.
boggleMeaning : ସ୍ତବ୍ଧ ବା ଜଡ଼ ହୋଇଯିବା
Example :
ବିଦେଶ ଯାଇଥିବା ପୁଅର ବାଟ ଚାହିଁଚାହିଁ ମାଆର ଆଖି ସ୍ତବ୍ଧ ହୋଇଗଲାଣି
Synonyms : ଜଡ଼ ହୋଇଯିବା, ନିଶ୍ଚଳ ହୋଇଯିବା
Translation in other languages :