Meaning : ଯାହାର ସ୍ୱଭାବ ଭଲ
Example :
ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
Translation in other languages :
Having or showing a kindly or tender nature.
The gentle touch of her hand.Meaning : ଯିଏ ଚଞ୍ଚଳ ନୁହେଁ
Example :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
Synonyms : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସ୍ଥିର
Translation in other languages :
Meaning : କୋମଳ ସ୍ୱଭାବର
Example :
ରମେଶ ଜଣେ ସୌମ୍ୟ ବ୍ୟକ୍ତି
Synonyms : କୋମଳ
Translation in other languages :