Meaning : ସେହି ପ୍ରକାରର
Example :
ସେମିତି ଘର ମୁଁ ଆଜି ଯାଏଁ ଦେଖିନି
Translation in other languages :
Meaning : ସେହି ପ୍ରକାର
Example :
ଏହି ଘର ଠିକ ସେଭଳି ତିଆରି ହେବା ଉଚିତ୍ ଯେଭଳି ମୁଁ ଚାହୁଁଛି
Synonyms : ସେପରି, ସେପ୍ରକାରେ, ସେହିପ୍ରକାରେ
Translation in other languages :