Meaning : ଯେ ମନ୍ଦିରରେ ଦେବତା ଆଦିଙ୍କ ପୂଜା ଅର୍ଚ୍ଚନାପାଇଁ ନିଯୁକ୍ତ ହୋଇଥାନ୍ତି
Example :
ଶ୍ୟାମର ବାପା ଏହି ମନ୍ଦିରର ପୂଜାରୀ
Translation in other languages :
A person who performs religious duties and ceremonies in a non-Christian religion.
non-christian priest, priestMeaning : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
Example :
ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
Translation in other languages :
A person who is owned by someone.
slaveMeaning : ବେତନ ନେଇ ସେବା କରୁଥିବା ଲୋକ
Example :
ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
Synonyms : ଚାକର, ଦାସ, ନଉକର, ପରିଚାରକ, ଭୃତ୍ୟ
Translation in other languages :
वह जो वेतन आदि लेकर सेवा करता हो।
मेरा नौकर एक हफ्ते के लिए घर गया है।