Meaning : କିଛି କଥା, କାମ ଆଦିର ସୂଚକ ଅଙ୍କ
Example :
ଗୋଟିଏ ରିପୋର୍ଟ୍ ଅନୁସାରେ ବୈଷୟିକ ସମୃଦ୍ଧି ସୂଚକାଙ୍କରେ ଭାରତ ଦଶମ ସ୍ଥାନରୁ ଖସି ୮୮ତମ ସ୍ଥାନରେ ପହଞ୍ଚିଛି
Synonyms : ସୂଚକାଙ୍କ
Translation in other languages :
A number or ratio (a value on a scale of measurement) derived from a series of observed facts. Can reveal relative changes as a function of time.
index, index number, indicant, indicator