Meaning : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି
Example :
ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ
Synonyms : ଉତ୍ପନ୍ନ, ଚାଷକରାଯାଇଥିବା, ଜାତ
Translation in other languages :
Meaning : ଅନ୍ୟ କାହାଠାରୁ ବିକସିତ ବା ତିଆରି
Example :
ଅଗ୍ରବନରୁ ବ୍ୟୁତ୍ପନ୍ନ ଆଗ୍ରାର ନାମ ତାଜମହଲ ନିମନ୍ତେ ପ୍ରସିଦ୍ଧ
Synonyms : ବ୍ୟୁତ୍ପନ୍ନ
Translation in other languages :
किसी और से विकसित या बना।
अग्रवन से व्युत्पन्न आगरा का नाम ताजमहल के लिए प्रसिद्ध है।