Meaning : ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ
Example :
ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା
Synonyms : ଉପାୟ
Translation in other languages :
थोड़े शब्दों में कहा हुआ वह पद या वचन जिसमें बहुत और गूढ़ अर्थ हों।
गुरुजी से मुझे जीवन जीने का सूत्र मिल गया।Meaning : ଯେଉଁ ସାଙ୍କେତିକ ପଦ ବା ଶବ୍ଦଦ୍ୱାରା କୌଣସି କାର୍ଯ୍ୟ କରିବାର ମୂଳ ସିଦ୍ଧାନ୍ତ, ପ୍ରକ୍ରିୟାଆଦି ସଂକ୍ଷିପ୍ତ ରୂପେ ନିହିତ ଥାଏ
Example :
ଶକ୍ତି ସଂପର୍କରେ ଆଇଷ୍ଟାଇନଙ୍କ ପ୍ରଦତ୍ତ ସୂତ୍ର ଉଲ୍ଲେଖ କର
Translation in other languages :
वह सांकेतिक पद या शब्द जिसमें कोई वस्तु बनाने या कार्य करने के मूल सिद्धांत, प्रक्रिया आदि का संक्षिप्त विधान निहित हो।
ऊर्जा के लिए दिया गया आइंस्टीन का सूत्र बताइए।Meaning : ଯାହାଦ୍ୱାରା କିଛି ସୂଚନା ମିଳେ
Example :
ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ କିଛି ପାକିସ୍ଥାନୀ ଗୁପ୍ତଚର ଏହି ସହରରେ ଅଛନ୍ତି
Translation in other languages :
A document (or organization) from which information is obtained.
The reporter had two sources for the story.Meaning : କୌଣସି କାର୍ଯ୍ୟ ବା ଯୋଜନା ସମ୍ବନ୍ଧିତ ଅନେକ ବିଷୟରୁ କିଛି ଯାହା ସେହି କାର୍ଯ୍ୟ ବା ଯୋଜନା ସଫଳ ହେବାପାଇଁ ଚିନ୍ତା କରାଯାଇଥାଏ
Example :
ଏହି ଯୋଜନାର ଚାରିଟି ସୂତ୍ର ମଧ୍ୟରୁ ଦୁଇଟି ଅତି ଉପଯୋଗୀ ଏବଂ ଆବଶ୍ୟକ
Translation in other languages :
किसी कार्य या योजना के संबंध में उन अनेकों बातों में से कोई, जो उस कार्य या योजना की सिद्धि के लिए सोची जाए।
इस योजना के चार सूत्रों में से दो बहुत ही उपयोगी और आवश्यक हैं।Meaning : ତୁଳା, ରେଶମଆଦିର ସେହି ଲମ୍ବା ରୂପ ଯାହା ବୁଣିବାପାଇଁ ତିଆରି ହୋଇଥାଏ
Example :
ଏହି ଶାଢ଼ୀ ରେଶମୀ ସୂତାରେ ତିଆରି ହୋଇଛି
Translation in other languages :