Meaning : ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
Example :
ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
Synonyms : ଖବରଦାର କରିବା, ଚେତାବନୀ ଦେବା, ସାବଧାନ କରିବା
Translation in other languages :
सावधान करने के लिए पहले से सूचना देना।
मौसम विभाग द्वारा मछुआरों को समुद्र की ओर न जाने की चेतावनी दी गई है।