Meaning : ଲୁଗାଆଦି ଉପରେ ସୂତା-ଡୋରିରେ ଫୁଲ ବା ଚିତ୍ର ଆଙ୍କିବା କାମ
Example :
ଶୀଲା ବହୁତ ଭଲ ସୂଚୀକାମ କରେ
Translation in other languages :
Meaning : କନାଆଦିରେ କରାଯାଉଥିବା ହାତବୁଣା କାରୁକାର୍ଯ୍ୟ
Example :
ମାଲା ଜରିକାମ କାମ କରୁଛି
Translation in other languages :