Meaning : ପତଳା ବା ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
Example :
କନାର ସୂକ୍ଷ୍ମତା ଯେ କୌଣସି ଲୋକ ପରଖି ପାରେନାହିଁ
Translation in other languages :
Meaning : କୌଣସି ବସ୍ତୁ ବିଷୟରେ ଛୋଟଛୋଟ କଥା
Example :
ମୋତେ ଏହି ଯନ୍ତ୍ରର ସୂକ୍ଷ୍ମତା ବିଷୟରେ ବୁଝାନ୍ତୁ
Synonyms : ସୂକ୍ଷ୍ମତ୍ୱ
Translation in other languages :
Meaning : ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
Example :
ସୂକ୍ଷ୍ମତା କାରଣରୁ ବହୁତ ଜୀବ ଆଖିକୁ ଦେଖାଯାନ୍ତି ନାହିଁ
Translation in other languages :
The property of being very small in size.
Hence the minuteness of detail in the painting.Meaning : ପତଳା ହେବା ଅବସ୍ଥା ବା ଭାବ
Example :
ସିଫନ୍ କନାର ସୂକ୍ଷ୍ମତା ଥାଏ
Translation in other languages :
Relatively small dimension through an object as opposed to its length or width.
The tenuity of a hair.