Subscribe
URL of the page has been copied to clipboard.
Meaning : ଜଳରଖିବାପାଇଁ ମାଟି, ଧାତୁଆଦିର ଏକ ପାତ୍ର ଯାହାର ବେକ ଲମ୍ବା ଏବଂ ପତଳା
Example : ଗରମରେ ବି ସୁରେଇର ପାଣି ଥଣ୍ଡା ରହିଥାଏ
Synonyms : ସୁରାଇ
Translation in other languages :हिन्दी
जल रखने का मिट्टी, धातु आदि का एक पात्र जिसकी गर्दन बड़ी और पतली होती है।
Meaning : ମାଟିରେ ତିଆରି ଘଡ଼ି
Example : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
Synonyms : ମାଠିଆ
मिट्टी का घड़ा।
Meaning : ମାଟିରେ ତିଆରି ଏକ ପ୍ରକାର ମାଠିଆ
Example : କୁମ୍ଭାର ଚକ ଉପରେ ସୁରେଇ ତିଆରି କରୁଛି
मिट्टी का बना एक प्रकार का घड़ा।
Meaning : ପାଣି ରଖିବା ନିମନ୍ତେ ଏକ ପ୍ରକାର ମାଟି ପାତ୍ର
Example : ଗରମ ଦିନରେ ବି ସୁରେଇର ପାଣି ଥଣ୍ଡା ରହେ
पानी रखने का एक प्रकार का मिट्टी का बरतन।
Meaning : ପାଣି ରଖିବା ନିମନ୍ତେ ମାଟିରେ ପ୍ରସ୍ତୁତ ଏକ ଛୋଟ ପାତ୍ର
Example : ଯାତ୍ରୀ ଜଣକ ସୁରେଇରୁ ପାଣି ବାହାରକରି ସହଯାତ୍ରୀଙ୍କୁ ଦେଲେ
पानी रखने का मिट्टी का एक छोटा बरतन।
Install App