Meaning : ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
Example :
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
Synonyms : ପ୍ରତିରକ୍ଷା, ରକ୍ଷା
Translation in other languages :
Meaning : ସୁରକ୍ଷିତ ହେବା ବା ରହିବା ଅବସ୍ଥା
Example :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
Translation in other languages :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.Meaning : ଭଲଭାବରେ କରାଯାଉଥିବା ରକ୍ଷା
Example :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
Synonyms : ନିରାପତ୍ତା, ରକ୍ଷା, ସଂରକ୍ଷଣ
Translation in other languages :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.Meaning : ବଞ୍ଚିବା କ୍ରିୟା
Example :
ପରିଚ୍ଛନ୍ନତାଦ୍ୱାରା କେତେକ ରୋଗଠାରୁ ସୁରକ୍ଷା ସମ୍ଭବ
Translation in other languages :
The act of preventing.
There was no bar against leaving.