Meaning : ଧର୍ମଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ଏକ ପର୍ବତ ଯାହାକୁ ସବୁ ପର୍ବତଙ୍କ ରାଜା ବୋଲି ଗ୍ରହଣ କରାଯାଇଛି
Example :
ବିଶ୍ୱାସ କରାଯାଏ ଯେ ସୁମେରୁ ପର୍ବତ ସୁନାରେ ନିର୍ମିତ ହୋଇଛି
Synonyms : କନକାଚଳ, ସୁମେରୁ ପର୍ବତ
Translation in other languages :
Meaning : ଗୋଟିଏ ମାତ୍ରିକ ଛନ୍ଦ
Example :
ସୁମେରୁର ପ୍ରତ୍ୟେକ ଚରଣରେ ସତର ମାତ୍ରା ରହିଛି
Translation in other languages :