Meaning : ଯେଉଁ ସେବା ଏକ ସଂସ୍ଥା ବା କୌଣସି ଉପକରଣଠାରୁ ମିଳିଥାଏ
Example :
ଏହି ମୋବାଇଲରେ ଇଣ୍ଟରନେଟ ସୁବିଧା ରହିଛି
Translation in other languages :
A service that an organization or a piece of equipment offers you.
A cell phone with internet facility.Meaning : ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ
Example :
ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି
Synonyms : ସୁଗମତା
Translation in other languages :
Freedom from difficulty or hardship or effort.
He rose through the ranks with apparent ease.