Meaning : ସୁପାତ୍ର ହେବାର ଅବସ୍ଥା ବା ଭାବ
Example :
ତାଙ୍କର ସୁପାତ୍ରତାରେ ମୁଁ ଦୃଢ ବିଶ୍ୱାସୀ ସୁପାତ୍ରତା କାରଣରୁ ହିଁ ତାକୁ ଏହି ଚାକିରୀ ମିଳିଲା
Synonyms : ସୁଯୋଗ୍ୟତା
Translation in other languages :
The quality or state of having merit or value.
worthiness