Meaning : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
Example :
ଆଜିର ପାଗ ବହୁତ ବଢ଼ିଆ
Translation in other languages :
Having great beauty and splendor.
A glorious spring morning.Meaning : ଯେ ଦେଖିବାକୁ ଆକର୍ଷଣୀୟ ବା ଯାହାର ରୂପ ସୁନ୍ଦର
Example :
ତା ପୁଅ ବହୁତ ସୁନ୍ଦର
Synonyms : କମନୀୟ, ଚାରୁ, ମନୋଜ୍ଞ, ମନୋହର, ରୁଚିର, ରୂପବନ୍ତ, ଲାବଣ୍ୟମୟ, ସୁଡୌଲ
Translation in other languages :
जिसकी शक्ल-सूरत अच्छी हो।
उसका लड़का बहुत सुंदर है।Pleasing in appearance especially by reason of conformity to ideals of form and proportion.
A fine-looking woman.Meaning : ଯେ ସୁନ୍ଦର ଓ ସୁଢ଼ଳ
Example :
ବିବାହଆଦି ସମୟରେ ସବୁଲୋକେ ସୁନ୍ଦର ଯୁବକକୁ ଦେଖିବା ପାଇଁ ପସନ୍ଦ କରନ୍ତି
Translation in other languages :
Meaning : ମନକୁ ଲୋଭେଇବା
Example :
ତାର ଚିତ୍ରକଳା ଆକର୍ଷଣୀୟ ମୋପାଇଁ ପ୍ରକୃତିଠୁ ବଳି ଆକର୍ଷକ ଆଉ କିଛି ନାହିଁ
Synonyms : ଆକର୍ଷକ, ଆକର୍ଷଣୀୟ, ମଂଜୁଳ, ମନମୋହକ, ମନୋରମ, ମନୋହର, ଲଳିତ, ସୁରମ୍ୟ
Translation in other languages :
देखने में अच्छा और मन को लुभाने वाला।
उसकी चित्रकारी आकर्षक है।Pleasing to the eye or mind especially through beauty or charm.
A remarkably attractive young man.