Subscribe
URL of the page has been copied to clipboard.
Meaning : ସୁନାରୂପାର ଗହଣା ତିଆରି କରୁଥିବା ବ୍ୟକ୍ତି
Example : ମା ବଣିଆପାଖରେ ପଚାଶ ହଜାର ଟଙ୍କାର ଗହଣା ଗଢ଼େଇଲେ
Synonyms : ବଣିଆ, ସୁବର୍ଣ୍ଣକାର, ସ୍ୱର୍ଣ୍ଣକାର
Translation in other languages :हिन्दी English
सोने-चाँदी के गहने बनाने वाला व्यक्ति।
An artisan who makes jewelry and other objects out of gold.
Meaning : ଏକ ପ୍ରକାରର ଝାଡ଼
Example : ଏହି ବିଲରେ ସୋନୁଲୀ ଗଛ ଅଧିକ
Synonyms : ରକ୍ତଫଳା
Translation in other languages :हिन्दी
एक तरह की झाड़ी।
Install App