Meaning : ସୁନା ପରି ହଳଦିଆ ରଙ୍ଗ
Example :
ସୁନେଲୀ ରଙ୍ଗ ମୋତେ ଭାରି ଭଲ ଲାଗେ
Synonyms : ସୁନେଲୀ ରଙ୍ଗ, ସୁବର୍ଣ୍ଣରଙ୍ଗ, ସ୍ୱର୍ଣ୍ଣିମରଙ୍ଗ, ହିରଣ୍ମୟରଙ୍ଗ, ହେମରଙ୍ଗ
Translation in other languages :
सोने की तरह का पीला रंग।
मुझे सुनहरा रंग बहुत पसंद है।