Meaning : କୌଣସି ଜିନିଷକୁ ଆହୁରି ଭଲ ବା ଅଧିକ ଉପଯୋଗୀ କରିବା ବା କରାଇବା କାର୍ଯ୍ୟ
Example :
ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
Synonyms : ଉଦ୍ଧାର
Translation in other languages :
Meaning : ଯାହାଙ୍କୁ ଭଲ କାମ କରିବା ଢଙ୍ଗ ଆସେ
Example :
ସୁଧାର ବୋହୂଟିଏ ପାଇ ଲତାର ଶ୍ୱଶୁରଘର ଲୋକେ ବହୁତ ଖୁସି ଅଛନ୍ତି
Translation in other languages :