Meaning : ଯେଉଁଥିରେ ସୁଗନ୍ଧ ଅଛି
Example :
ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
Synonyms : ସୁଗନ୍ଧପୂର୍ଣ୍ଣ, ସୁବାସିତ, ସୁରଭିତ
Translation in other languages :
Meaning : ଯେ ଗନ୍ଧ ସହ ଯୁକ୍ତ
Example :
ମୋ ବଗିଚାରେ ଅନେକ ପ୍ରକାର ସୁଗନ୍ଧିତ ଫୁଲର ଗଛ ଅଛି
Synonyms : ଗନ୍ଧଯୁକ୍ତ, ବାସଯୁକ୍ତ, ବାସ୍ନାଯୁକ୍ତ
Translation in other languages :
Meaning : ସୁଗନ୍ଧିତ କରାଯାଇଥିବା
Example :
ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
Synonyms : ସୁବାସିତ
Translation in other languages :
Meaning : ମାଟି ଉପରେ ବର୍ଷାର ପ୍ରଥମ ପାଣି ପଡ଼ିବା ବା ଭଜା ହୋଇଥିବା ବୁଟ,ବେସନ ଆଦିରୁ ବାହାରୁଥିବା(ସୁଗନ୍ଧ)
Example :
ବାସନ ପାଖରେ ପହଞ୍ଚିଲା ବେଳକୁ ସୁଗନ୍ଧିତ ମହକ ଆସିବାକୁ ଲାଗିଲା
Translation in other languages :