Meaning : ସିଲେଇ କରିବାବେଳେ ହେଉଥିବା ଯୋଡ଼
Example :
ଏହି କନାର ସିଲେଇ ବହୁତ ମଝବୁତ ହୋଇଛି
Translation in other languages :
Meaning : ସିଲେଇ କରିବା ପ୍ରକ୍ରିୟା
Example :
ଗୀତା ସିଲେଇ ଶିଖୁଛି
Synonyms : ଟେଲରିଙ୍ଗ୍, ସିଲେଇକାମ
Translation in other languages :
Meaning : ଲୁଗାଆଦିର ଖଣ୍ଡକୁ ସୂତା ସାହାଯ୍ୟରେ ଯୋଡ଼ିବା
Example :
ଦର୍ଜି ସାର୍ଟକୁର୍ତ୍ତା ସିଲେଇ କରୁଛି
Translation in other languages :
कपड़े आदि के टुकड़ों को तागे आदि की सहायता से जोड़ना।
दर्ज़ी कुर्ता सी रहा है।Create (clothes) with cloth.
Can the seamstress sew me a suit by next week?.