Meaning : ଚକଟା ହୋଇଥିବା ମଇଦାରେ ତିଆରି ସରୁସରୁ ଦ୍ରବ୍ୟ ଯାହାକୁ ଦୁଧ ବା ପାଣିରେ ରାନ୍ଧି ଖିଆଯାଏ
Example :
ସବୁ ମୁସଲମାନଙ୍କ ଘରେ ଇଦପର୍ବରେ ନିଶ୍ଚିତଭାବେ ସିମେଇ ତିଆରି ହୁଏ
Translation in other languages :
Pasta in strings thinner than spaghetti.
vermicelli