Subscribe
URL of the page has been copied to clipboard.
Meaning : ଚେସଖେଳ ସମ୍ପୃକ୍ତ କେତେକ ଗୋଟି ମଧ୍ୟରୁ ସେହି ଗୋଟି ଯାହାର ସଂଖ୍ୟା ଆଠ ଏବଂ ଯହାର ମୂଲ୍ୟ ସବୁଠାରୁ କମ୍ ହୋଇଥାଏ
Example : ଚେସ ଖେଳରେ ସିପାହୀ ସଦାବେଳେ ସିଧା ଚାଲେ ଏବଂ ତେରେଛା ମାରିଥାଏ
Synonyms : ପଦାତି, ପଦାତିକ
Translation in other languages :हिन्दी
शतरंज में प्रयुक्त कई गोटियों में से वह जिसकी संख्या आठ होती है और जिसका मान सबसे कम होता है।
Meaning : ପ୍ରଜାଙ୍କ ଧନ ଓ ଜୀବନ ରକ୍ଷା କରୁଥିବା ସିପାହୀ ବା ଅଫିସର
Example : ସିପାହୀ ଦୌଡ଼ିକରି ଜଣେ ଚୋରକୁ ଧରିପକେଇଲା
Synonyms : ଆରକ୍ଷକ, ଆରକ୍ଷୀ, ପୁଲିସ
Translation in other languages :हिन्दी English
प्रजा की जान और माल की रक्षा करने वाला सिपाही या अफसर।
A member of a police force.
Meaning : ସେନା ବାହିନୀ ବା ଫୌଜରେ ରହି ଲଢ଼େଇ କରୁଥିବା ବ୍ୟକ୍ତି
Example : ସେ ଜଣେ ସାହସୀ ସୈନିକ
Synonyms : ଯୋଦ୍ଧା, ସୈନିକ
सेना या फौज में रहकर लड़ने वाला।
Install App