Meaning : ପାକିସ୍ତାନର ଏକ ପ୍ରାନ୍ତ
Example :
ଏହି ପୁସ୍ତକ ସିନ୍ଧୁର ପ୍ରାଚୀନ ଇତିହାସକୁ ପ୍ରକଟ କରୁଛି
Translation in other languages :
Meaning : ଏକ ଛୋଟ ଉପନଦୀ
Example :
ସିନ୍ଧୁ ନଦୀ ଯମୁନାରେ ମିଶିଛି
Synonyms : ସିଂଧୁ, ସିଂଧୁ ନଦୀ, ସିନ୍ଧୁ ନଦୀ
Translation in other languages :
Meaning : ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
Example :
ସମୁଦ୍ର ରତ୍ନର ଖଣି ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ
Synonyms : ଜଳଧି, ପୟୋଧି, ପୟୋନିଧି, ରତ୍ନାକର, ସମୁଦ୍ର, ସାଗର
Translation in other languages :
खारे पानी की वह विशाल राशि जो चारों ओर से पृथ्वी के स्थल भाग से घिरी हुई हो।
समुद्र रत्नों की खान है।A division of an ocean or a large body of salt water partially enclosed by land.
seaMeaning : ଜଣେ ଗନ୍ଧର୍ବ
Example :
ସିନ୍ଧୁ ଗନ୍ଧର୍ବଙ୍କ ଜଣେ ରାଜା ଥିଲେ
Synonyms : ସିଂଧୁ
Translation in other languages :
An imaginary being of myth or fable.
mythical beingMeaning : ପଞ୍ଜାବର ପଶ୍ଚିମ ଅଂଶରେ ଥିବା ଏକ ନଦୀ
Example :
ସିନ୍ଧୁ ନଦୀ ପଞ୍ଜାବ ନିମନ୍ତେ ଏକ ବରଦାନ ବୋଲି ପ୍ରମାଣିତ ହୋଇଛି
Synonyms : ସିଂଧୁ, ସିଂଧୁ ନଦୀ, ସିନ୍ଧୁ ନଦୀ
Translation in other languages :
An Asian river that rises in Tibet and flows through northern India and then southwest through Kashmir and Pakistan to the Arabian Sea.
The valley of the Indus was the site of an early civilization.Meaning : ସମ୍ପୂର୍ଣ୍ଣ ଜାତିର ଏକ ରାଗ
Example :
ସଙ୍ଗୀତଜ୍ଞ ସିନ୍ଧୁ ରାଗ ଗାଉଛନ୍ତି
Synonyms : ସିଂଧୁ, ସିଂଧୁ ରାଗ, ସିନ୍ଧୁ ରାଗ
Translation in other languages :