Meaning : ଯେଉଁ ସୁଡ଼ଙ୍ଗ ଚୋର କାନ୍ଥରେ ତିଆରି କରେ
Example :
ଚୋର ସିନ୍ଧି କରିବା ସମୟରେ ଧରା ପଡ଼ିଗଲା
Translation in other languages :
चोर द्वारा दीवार में सूराख़ बनाकर की जाने वाली चोरी।
सेंध के ज़ुर्म में पकड़ा गया चोर पुलिस की चंगुल से भाग गया।Meaning : କାନ୍ଥରେ କରାଯାଇଥିବା ଯେଉଁ କଣାରେ ପଶି ଚୋର ଚୋରି କରେ
Example :
ମହାଜନଙ୍କ ଘରେ ସିନ୍ଧି କରି ଚୋର ସିନ୍ଦୁକ ଉଠାଇ ନେଇଗଲା
Translation in other languages :
Trespassing for an unlawful purpose. Illegal entrance into premises with criminal intent.
break-in, breaking and entering, housebreakingMeaning : ସିନ୍ଧୁ ପ୍ରଦେଶର ବା ସିନ୍ଧୁ ପ୍ରଦେଶସହିତ ସମ୍ବନ୍ଧିତ
Example :
ଭାରତ ଓ ପାକିସ୍ତାନ ବିଭାଜନ ବେଳେ ବହୁତ ସିନ୍ଧି ଶରଣାର୍ଥୀ ଭାରତକୁ ଆସିଥିଲେ
Translation in other languages :