Meaning : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
Example :
ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
Synonyms : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସରଳ
Translation in other languages :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।