Meaning : ଯେଉଁ ବସ୍ତୁରେ କିଛି ସାର ନାହିଁ
Example :
ସାରହୀନ ବସ୍ତୁଗୁଡିକୁ ଫିଙ୍ଗି ଦେବା ଦରକାର
Synonyms : ସାରହୀନ ପଦାର୍ଥ, ସାରହୀନ ବସ୍ତୁ
Translation in other languages :
ऐसी वस्तु जिसमें कोई सार न हो।
सारहीन वस्तुओं को फेंक देना चाहिए।