Meaning : ଏକ ଜଳଜ ଉଦ୍ଭିଦ ଯାହା ଫଳର ଉପରି ଭାଗ କଣ୍ଟାଳିଆ ରୂପ ହୋଇଥାଏ
Example :
ଏହି ପୋଖରୀରେ ସିଙ୍ଗଡ଼ା ଭର୍ତ୍ତି ହୋଇଛି
Synonyms : ପାଣି ସିଙ୍ଘଡ଼ା, ପାଣିଫଳ, ସିଂଗଡ଼ା
Translation in other languages :
A plant of the genus Trapa bearing spiny four-pronged edible nutlike fruits.
caltrop, water chestnut, water chestnut plantMeaning : ଏକ କଣ୍ଟାଳିଆ ଜଳଜ ଗଛ ଯାହାର ଅଠାଳିଆ ମଞ୍ଜି ଖାଆନ୍ତି
Example :
ପୋଖରୀରେ ସିଙ୍ଗଡ଼ାରେ ପୂର୍ଣ୍ଣ ହୋଇଛି
Synonyms : ମାଖନା
Translation in other languages :
An aquatic plant of the family Nymphaeaceae.
water lily